ଭୁବନେଶ୍ୱର, ପୁଣି ରାଜ୍ୟରେ ତେଲ ଦରରେ ବୃଦ୍ଧି ଘଟିଛି । ଗତ କିଛିଦିନ ହେବ ତେଲ ଦର ଲଗାତର ବଢ଼ୁଥିବାବେଳେ, ଆଜି ସର୍ବାଧିକ ଟଙ୍କା ହୋଇଛି । ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୯୧ଟଙ୍କା ୪୨ପଇସା ହୋଇଛି । ସେହିଭଳି ଡିଜେଲ ଦର ୮୭ଟଙ୍କା ୫୬ ପଇସା ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୮୬ଟଙ୍କା ଥିବାବେଳେ, ଡିଜେଲ ଦର ୮୨ଟଙ୍କା ରହିଛି ।