You are currently viewing ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୋଲିସ କମିଶନର

ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୋଲିସ କମିଶନର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଆଇନ ଶୃଙ୍ଖଳା କୁ ପ୍ରାଥମିକତା । ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ନେଲେ ବରିଷ୍ଠ ଆଇ, ପି,ଏସ,ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ। ପୋଲିସ କମିଶନରେଟ କାର୍ଯ୍ୟାଳୟ ଠାରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।ନୂଆ ପୋଲିସ କମିଶନର ଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି।ଦାୟିତ୍ୱ ଗ୍ରହଣ ପରେ ଗଣ ମାଧ୍ୟମକୁ ନୂଆ ସିପି କହିଛନ୍ତି ଯେ ଆଇନ ଶୃଙ୍ଖଳାକୁ ପ୍ରାଥମିକତା ଦେବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ । ଏଠାରେ ସୂଚନା ଦିଆ ଯାଇପାରେକି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସିପି ପଦରୁ ଅନ୍ତର କରା ଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।