You are currently viewing ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର-୨୯.୦୬.୨୦୨୧, ଓଡ଼ିଆ ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ଚିକିତ୍ସା ପାଇଁ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କିଡନୀଜନିତ ସମସ୍ୟା ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଓଡ଼ିଶା ମ୍ୟୁଜିକ୍‌ ୱେଲ୍‌ଫେୟାର ଆସୋସିଏସନ୍‌ର ସଦସ୍ୟମାନେ ତାଙ୍କୁ ରକ୍ତ ଯୋଗାଇ ଦେଇଛନ୍ତି। ସଙ୍କଟାପନ୍ନ ସ୍ଥିତିରେ ଶକ୍ତି ମିଶ୍ରଙ୍କ ଚିକିତ୍ସା ଜାରି ରହିଛି।
ନିଜର ନିଆରା କଣ୍ଠ ପାଇଁ ସେ ବେଶ ପରିଚିତ । ସେ ଅନେକ ହିଟ ଗୀତ ଗାଇ ଓଡ଼ିଶାର ଘରେ ଘରେ ଜଣାଶୁଣା ।

ଅନ୍ୟମାନଙ୍କୁ ଜଣାନ୍ତୁ।