You are currently viewing ଦେଶରେ କରୋନା ନେଲା ୪୪୦ ଜଣଙ୍କ ମୁଣ୍ଡ

ଦେଶରେ କରୋନା ନେଲା ୪୪୦ ଜଣଙ୍କ ମୁଣ୍ଡ


ନୂଆଦିଲ୍ଲୀ,୧୮/୦୮: ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୧୭୮ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୨୫୧୯ରେ ପହଞ୍ଚିଛି । ସଂକ୍ରମିତଙ୍କ ସଂଖ୍ୟା ୩୨୨୮୫୮୫୭ରେ ପହଞ୍ଚିଛି । ସକ୍ରିୟ ମାମଲା ୩୩୬୪୧୫ଟି ରହଥିବା ବେଳେ ସୁସ୍ଥ ସଂଖ୍ୟା ୩୧୪୮୫୯୨୩ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭାଗ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।