You are currently viewing ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍ ଅଫଲାଇନ ପରୀକ୍ଷା ରେଜଲ୍ଟ

ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍ ଅଫଲାଇନ ପରୀକ୍ଷା ରେଜଲ୍ଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୨୪.୦୮.୨୦୨୧, ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍ ଅଫଲାଇନ ପରୀକ୍ଷା ରେଜଲ୍ଟ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଅନଲାଇନ୍ ମାର୍କିଂରେ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା । ମୋଟ୍ ୧୫ ହଜାର ୧୩୬ ଜଣ ଅଫଲାଇନ ପରୀକ୍ଷା ଦେଇଥିଲେ । bseodisha.ac.in ଓ http://bseodisha.nic.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । SMS ମାଧ୍ୟମରେ ବି ପରୀକ୍ଷାର୍ଥୀ ପରୀକ୍ଷାଫଳ ଜାଣିହେବ । ଏଥିପାଇଁ OR01 Roll No ଲେଖି 5676750କୁ SMS ପଠାନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।