ଦୁଇ ଶିକ୍ଷକଙ୍କୁ ମିଳିବ ଜାତୀୟ ସମ୍ମାନ! Post published:August 23, 2020 Post category:ଓଡିଶା / ତାଜା ଖବର Reading time:1 mins read ଭୁବନେଶ୍ୱର, ଓଡିଶାର ୨ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ମିଳିବ । ସେମାନେ ହେଉଛନ୍ତି ବସନ୍ତ ସାହୁ ଓ ତାପସ ମହାନ୍ତି । ବସନ୍ତ ସାହୁ ହେଉଛନ୍ତି ବୌଦ୍ଧ ହରଭଙ୍ଗାର ସରସରା ସ୍କୁଲର ଶିକ୍ଷକ । ସେହିଭଳି ତାପସ ମହାନ୍ତି ହେଉଛନ୍ତି ଭୁବନେଶ୍ୱର ଭୀମଭୋଇ ସ୍କୁଲର ଶିକ୍ଷକ । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like କରୋନାର ନୂଆ ଭାରିଏଣ୍ଟ ପାଇଁ ଗାଇଡ୍ଲାଇନ୍ ଜାରି November 28, 2021 ANS SUPERFAST 2@10 June 11, 2021 ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା March 10, 2023 ରାଜ୍ୟରେ ୩୨୩୫ ପଜିଟିଭ ଚିହ୍ନଟ September 28, 2020