You are currently viewing ରେଳଧାରଣାରେ ମୃତଦେହ

ରେଳଧାରଣାରେ ମୃତଦେହ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର(ଏଏନଏସ) ୧୪/୦୪ ହୀରାକୁଦ ଷ୍ଟେସନ ନିକଟ ଏ.କଟାପଲ୍ଲୀ ଓଭରବ୍ରିଜ ନିକଟରେ ଦୁଇଜଣ ଯୁବକ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବାର ଦେଖାଯାଇଛି । ମିଳିଥିବା ସୂଚନା ମୁତାବକ ଏଯାବତ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏହା ହତ୍ୟା କି ଆତ୍ମହତ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ପ୍ରକାଶ ।

ଅନ୍ୟମାନଙ୍କୁ ଜଣାନ୍ତୁ।