ପୁରୀ, ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି କାର୍ତ୍ତିକ ନୀତି । ରାଧାଦାମୋଦର ବେସରେ ରତ୍ନସିଂହାସନରେ ବସିଛନ୍ତି ମହାବାହୁ । କରୋନା କଟକଣା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି ଶ୍ରୀମନ୍ଦିର । ଭକ୍ତମାନେ ସିଂହଦ୍ୱାରା ସମ୍ମୁଖରେ ରହି ଭଗବାନଙ୍କୁ ଦର୍ଶନ କରୁଛନ୍ତି ।
ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି କାର୍ତ୍ତିକ ନୀତି
- Post published:October 27, 2020
- Post category:ଓଡିଶା
- Reading time:1 mins read