You are currently viewing ପଡିଲା ବଜ୍ର: ଚାଲିଗଲା ଚାଷୀଙ୍କ ଜୀବନ

ପଡିଲା ବଜ୍ର: ଚାଲିଗଲା ଚାଷୀଙ୍କ ଜୀବନ

  • Post category:ଓଡିଶା
  • Reading time:1 mins read

ପିପିଲି (28.4.23): ବଜ୍ରପାତରେ ଚାଷୀ ମୃତ। ମୃତକ ହେଲେ ପିପିଲି ତେଇଶିପୁର ପଞ୍ଚାୟତର ପୋଡଙ୍ଗ ଗ୍ରାମର ଜାପାନୀ ଗୁରୁ। ବ୍ୟକ୍ତି ଜଣଙ୍କ ଗୁହାଳରୁ ଗୋରୁଙ୍କ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତ ଘଟିଥିଲା। ଫଳରେ ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।