Brijesh-Rai

ନିର୍ବାଚନ ପୂର୍ବରୁ ରାଉରକେଲା ଓ ଅନୁଗୁଳରେ ନୂଆ ଏସପି ନିଯୁକ୍ତି 

  • Post category:ଓଡିଶା
  • Reading time:1 mins read

ଏଏନଏସ: ନିର୍ବାଚନ ପୂର୍ବରୁ ରାଉରକେଲା, ଅନୁଗୁଳରେ ନୂଆ ଏସପି ଏବଂ କଟକରେ ଡିସିପି ନିଯୁକ୍ତ। ରାଉରକେଲା ଏସପି ଭାବେ ବ୍ରିଜେଶ କୁମାର ରାୟ, ଡକ୍ଟର ଉମାଶଙ୍କର ଦାସ ଅନୁଗୁଳ ଏସପି ଏବଂ କଟକ ଡିସିପି ଭାବେ ପ୍ରକାଶ ଆର ନିଯୁକ୍ତ ହୋଇଛନ୍ତି। ନୂଆ ନିଯୁକ୍ତି ବାବଦରେ ନିର୍ବାଚନ କମିଶନ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ସୂଚନାଯୋଗ୍ୟ ନିକଟରେ ନିର୍ବାଚନ କାମରୁ ରାଜ୍ୟର ୨ ଜିଲ୍ଲାପାଳ, ୫ ଏସପିଙ୍କ ସମେତ କେନ୍ଦ୍ରାଞ୍ଚଳ ଆଇଜିଙ୍କୁ ହଟାଇଥିଲେ ନିର୍ବାଚନ କମିସନ । ଯେଉଁଥିରେ ରାଉରକେଲା, ଅନୁଗୁଳରେ ଏସପି ଏବଂ କଟକର ଏସପି ରହିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।