maa mangala

ଆଜି କାକଟପୁର ମା’ ମଙ୍ଗଳାଙ୍କ ତୃତୀୟ ପାଳି ଝାମୁ ଯାତ୍ରା, ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆଜି କାକଟପୁର ମାଆ ମଙ୍ଗଳାଙ୍କ ଚୈତ୍ର ମାସର ତୃତୀୟ ପାଳି ଝାମୁ ଯାତ୍ରା । ସକାଳ ସାଢ଼େ ୫ଟାରେ ଦ୍ୱାରା ଫିଟା ହେବା ପରେ ମା’ଙ୍କ ନୀତିକାନ୍ତି ଶେଷ ହୋଇ  ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’| ମା’ମଙ୍ଗଳାଙ୍କ ଏହି ରାଜରାଜେଶ୍ୱର ବେଶ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି। 

ଅନ୍ୟପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡରେ ଭକ୍ତଙ୍କୁ ମନ୍ଦିର ଗର୍ଭଗୃହ ଭିତରକୁ ଛଡ଼ା ଯାଉଛି । ମନ୍ଦିର ପରମ୍ପରା ଅନୁସାରେ ଜଣେ ସେବକ କାଳୀ ବେଶରେ ମନ୍ଦିର ପ୍ରବେଶ କରି ବେଢ଼ାରେ ନୃତ୍ୟ ପ୍ରଦର୍ଶନ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।