ଭୁବନେଶ୍ୱର, ରାଜ୍ୟରେ 368 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 368 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 212 ଜଣ କ୍ୱାରେଣ୍ଟାଇନ୍ ଏବଂ 156ଟି ଲୋକାଲ୍ କେସ୍ । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । 368 ଟି ନୂଆ କେସ୍ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3,21,564 ରେ ପହଞ୍ଚିଛି ।