You are currently viewing ଆଜି ରାଜ୍ୟରୁ ୩୧୯ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୩୧୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରୁ ୩୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୮୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୩୫ ରହିଛି ।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ ୩୫ ,ବାଲେଶ୍ୱର ୧୦ ,ବରଗଡ଼ ୬ ,ଭଦ୍ରକ ୭ ,ବଲାଙ୍ଗୀର ୧୫ ,କଟକ ୧୦ , ଦେବଗଡ଼ ୨ ,ଢେଙ୍କାନାଳ ୩ , ଗଞ୍ଜାମ ୬ ,ଜଗତସିଂହପୁର ୭ ,ଯାଜପୁର ୧୧ ,ଝାରସୁଗୁଡା ୧ ,କଳାହାଣ୍ଡି ୫,କନ୍ଧମାଳ ୧ ,କେନ୍ଦ୍ରାପଡା ୧୧ ,କେନ୍ଦୁଝର ୧୦ ,ଖୋର୍ଦ୍ଧା ୨୩ ,ମାଲକାନଗିରି ୩ ,ମୟୁରଭଞ୍ଜ ୧୯ ,ନବରଙ୍ଗପୁର ୪ ,ନୟାଗଡ ୧ ,ନୂଆପଡା ୮ ,ପୁରୀ ୨୪ ,ରାୟଗଡା ୧ , ସମ୍ବଲପୁର ୧୯ ,ସୁନ୍ଦରଗଡ ୭୨ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୬୯୧୫ ,ସୁସ୍ଥ ସଂଖ୍ୟା ୩୨୧୯୫୬, ସମୁଦାୟ ସକ୍ରିୟ ସଂଖ୍ୟା ୩୦୬୩ ,ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୦୯ ।

ଅନ୍ୟମାନଙ୍କୁ ଜଣାନ୍ତୁ।