ଅମିତ ଶାହାଙ୍କୁ ଭେଟିଲେ ସୌମ୍ୟ

ଭୁବନେଶ୍ୱର (ଏଏନ୍ଏସ): ନିକଟରେ ବିଜେଡି ଉପସଭାପତି ପଦବୀରୁ ବହିଷ୍କୃତ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିବା ନେଇ ଚର୍ଚ୍ଚା ହେଉଛି । ବିିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଅମିତ…

Continue Readingଅମିତ ଶାହାଙ୍କୁ ଭେଟିଲେ ସୌମ୍ୟ

ସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣ

ଭୁବନେଶ୍ୱର (ଏଏନ୍ଏସ): ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ପାର୍ଶ୍ବବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ହୋଇଛି। ପ୍ରଭାବରେ ଆଜି ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର-ଉପକୂଳ ଓ ପଶ୍ଚିମ…

Continue Readingସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣ

ଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସ

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଧ୍ୟପ୍ରଦେଶ ଗସ୍ତରେ ଯାଇ ଗ୍ୱାଲିୟରରେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସୱେ ସମେତ ଅନେକ ପ୍ରକଳ୍ପର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ ଓ ଆୟୁଷ୍ମାନ ଭାରତ…

Continue Readingଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସ

ଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀ

  • Post category:ଓଡିଶା
  • Reading time:1 mins read

ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଜି ଜନ୍ମ ଜୟନ୍ତୀ। ବାପୁଙ୍କୁ ସମାଧି ପୀଠ ରାଜଘଟରେ ପହଞ୍ଚି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେହିପରି ଉପରାଷ୍ଟ୍ରପତି ଜଗଦୀପ୍ ଧନକଡ୍ ଓ ଅନ୍ୟମନ୍ତ୍ରୀ ନେତାମାନେ ମଧ୍ୟ…

Continue Readingଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀ

ଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ୱର (ଏଏନ୍ଏସ): ଆଜି ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ନୂଆ ଅଧ୍ୟାୟ। ଗାଁରୁ ରାଜଧାନୀ ଯୋଡ଼ି ହେବାକୁ ଯାଉଛି ଲକ୍ଷ୍ମୀ ବସ। ଏହି ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାଥମିକ ପର୍ଯ୍ୟାୟରେ…

Continue Readingଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

କଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତ

କଟକ (ଏଏନ୍ଏସ୍): ଦୁଇ ଦିନ ତଳେ ଦେଖାଦେଇଥିଲା ବିଜୁଳି ସମସ୍ୟା ଏବେ ପୁଣି ଆସୁନାହିଁ ପାଣି। କଟକ ବଡ଼ ଡାକ୍ତରଖାନାରେ ଏବେ ପାଣି ସମସ୍ୟା ଦେଖାଦେଇଛି। ଗତକାଲି ରାତିରୁ ମେଡିକାଲର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ଠପ୍ ହୋଇଯାଇଥିଲା। ଆଜି ସକାଳେ…

Continue Readingକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତ

ଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST

ଏଏନ୍ଏସ୍: ଅନଲାଇନ ଗେମ୍ ଉପରେ ଲାଗୁ ହେଲା ୨୮ ପ୍ରତିଶତ ଜିଏସଟି। ଆଜିଠୁ ମହଙ୍ଗା ହେବ ଅନଲାଇନ୍ ଗେମ୍। ଏହାସହ କାଜିନୋ ଓ ହର୍ସ ରେସିଙ୍ଗ ଉପରେ ନୂତନ ଜିଏସଟି ହାର ଲାଗୁ ହେଉଛି। ଗତ ଜୁଲାଇ ଏବଂ ଅଗଷ୍ଟରେ ଅନୁଷ୍ଠିତ…

Continue Readingଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST

ସି-ଭୋଟର ସର୍ଭେ; ଛତିଶଗଡ଼ରେ ବଢିବ ବିଜେପିର ଭୋଟ୍ ଶେୟାର

ଛତିଶଗଡ଼: ଛତିଶଗଡ଼ରେ ବିଜେପିର ବଢ଼ୁଛି ଦବଦବା । ଆସନ୍ତା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଭୋଟ୍ ଶେୟାର ବଢ଼ିବ । ସି-ଭୋଟର ସର୍ଭେ ମୁତାବକ, ୨୦୧୮ ନିର୍ବାଚନରେ ବିଜେପିକୁ ମିଳିଥିବା ଭୋଟ୍ ହାର ଠାରୁ ପ୍ରାୟ ୮ ପ୍ରତିଶତ ବୃଦ୍ଧି…

Continue Readingସି-ଭୋଟର ସର୍ଭେ; ଛତିଶଗଡ଼ରେ ବଢିବ ବିଜେପିର ଭୋଟ୍ ଶେୟାର

ବଢ଼ିଲା ଏଲପିଜି ସିଲିଣ୍ଡର ଦାମ; ୨୦୯ ଟଙ୍କା ବୃଦ୍ଧି

ଏଏନ୍ଏସ୍: ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ପାର୍ବଣ ଋତୁରେ ଏହି ବୃଦ୍ଧି ସମସ୍ତ ନାଗରିକଙ୍କୁ ପ୍ରଭାବିତ କରିବାକୁ ଯାଉଛି। ତେବେ ବାଣିଜି୍ୟକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି ଘଟିଛି। ଯେଉଁଠାରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି।…

Continue Readingବଢ଼ିଲା ଏଲପିଜି ସିଲିଣ୍ଡର ଦାମ; ୨୦୯ ଟଙ୍କା ବୃଦ୍ଧି

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ଆଶଙ୍କା, ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଏଏନ୍ଏସ୍): ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତା ୩ ଦିନ ପର୍ୟ୍ୟନ୍ତ ବର୍ଷାର ପ୍ରକୋପ ଜାରି ରହିବା ସହ ୨ ଦିନ ଯାଏ ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି…

Continue Readingସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ଆଶଙ୍କା, ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି