You are currently viewing ଜିଓ ପରେ ଏୟାରଟେଲର ରିଚାର୍ଜ ପ୍ଲାନ ବୃଦ୍ଧି : ଜୁଲାଇ ୩ରୁ ନୂତନ ଶୁଳ୍କ କାର୍ଯ୍ୟକାରୀ

ଜିଓ ପରେ ଏୟାରଟେଲର ରିଚାର୍ଜ ପ୍ଲାନ ବୃଦ୍ଧି : ଜୁଲାଇ ୩ରୁ ନୂତନ ଶୁଳ୍କ କାର୍ଯ୍ୟକାରୀ

ଏଏନଏସ : ଜିଓ ପରେ ଏୟାରଟେଲର ରିଚାର୍ଜ ପ୍ଲାନ ବୃଦ୍ଧି ପାଇଛି । ଏୟାରଟେଲ ଆଜି ଘୋଷଣା କରିଛି ଯେ ପ୍ରିପେଡ୍ ରିଚାର୍ଜ ଯୋଜନା ଏବଂ ପୋଷ୍ଟପେଡ୍ ଯୋଜନାର ମୂଲ୍ୟକୁ ୨୦ପ୍ରତିଶତ ବୃଦ୍ଧି କରାଯାଇଛି । ଟେଲିକୋମ ଅପରେଟର କହିଛନ୍ତି ଯେ ନୂତନ ମୂଲ୍ୟ ହେଉଛି ଦେଶର ରାଜସ୍ୱ ବୃଦ୍ଧି ପାଇଁ ଏକ ଅଭିନବ ଉପାୟ । ପ୍ରିପେଡ୍ ଏବଂ ପୋଷ୍ଟପେଡ ଡାଟା ଯୋଜନା ପାଇଁ ଆସନ୍ତା ସପ୍ତାହରେ କାର୍ଯ୍ୟକାରୀ ହେବ ।
ଅନ୍ୟପଟେ ଗତକାଲି ରିଲିଏନ୍ସ ଗୁରୁବାର ଦିନ ତାର ନୂଆ ଶୁଳ୍କ ଘୋଷଣା କରିଥିଲା । ଏହାର କିଛି ଘଣ୍ଟା ପରେ ଏୟାରଟେଲର ରିଚାର୍ଜ ପ୍ଲାନ ବୃଦ୍ଧି କରିଛି ।

 

ଅନ୍ୟମାନଙ୍କୁ ଜଣାନ୍ତୁ।