workers

ଗ୍ରାମାଞ୍ଚଳ ଶ୍ରମିକଙ୍କ ପାଇଁ ଖୁସି ଖବର: ବଢିଲା ମନରେଗା ପାରିଶ୍ରମିକ

ଗ୍ରାମାଞ୍ଚଳ ଶ୍ରମିକଙ୍କ ପାଇଁ ଖୁସି ଖବର। ଶ୍ରମିକଙ୍କ ପାଇଁ ମନରେଗା ପାରିଶ୍ରମିକ ବୃଦ୍ଧି କଲେ କେନ୍ଦ୍ର ସରକାର । ମନରେଗା ପାରିଶ୍ରମିକରେ ୩ରୁ ୧୦ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର । ନୂଆ ପାରିଶ୍ରମିକ ଅନୁସାରେ ଓଡିଶା ଶ୍ରମିକ ୨୫୪ ଟଙ୍କା ମଜୁରୀ ପାଇବେ। ଆସନ୍ତା ଏପ୍ରିଲ ୧ରୁ ଲାଗୁ ହେବ ନୂଆ ମଜୁରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।