You are currently viewing ପେଟ୍ରୋଲ ଡିଜେଲ ଦରରେ ପରିବର୍ତ୍ତନ

ପେଟ୍ରୋଲ ଡିଜେଲ ଦରରେ ପରିବର୍ତ୍ତନ

ନୂଆଦିଲ୍ଲୀ(୯.୯.୨୨) : ଆଜି ମଧ୍ୟ ପେଟ୍ରେଲ ଓ ଡିଜେଲ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୦୧ ପଇସା ହୋଇଥିବା ବେଳେ ଡିଜେଲ ଦାମ ପ୍ରତି ଲିଟର ପିଛା ୯୪ ଟଙ୍କା ୫୮ ପଇସା ରହିଛି । ଦେଶର ପ୍ରମୁଖ ସହରର ପେଟ୍ରୋଲ ଓ ଡିଜେଲ ଦରରେ କିଛି ପରିବର୍ତ୍ତନ ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପିସା ହୋଇଛି । ମୁମ୍ବାଇରେ ପେଟ୍ରେଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ରହିଛି ୨୭ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବା ବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୬୩ ପଇସା ଥିବା ବେଳେ ଡିଜିଟାଲ ଦାମ ୯୪ ଟଙ୍କା ୨୪ ପଇସା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।