ଛତିଶଗଡରେ ଏନକାଉଣ୍ଟର ଜାରି : ୯ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ଛତିଶଗଡରେ ଜାରି ରହିଛି ଏନକାଉଣ୍ଟର। ଛତିଶଗଡର ଦନ୍ତେୱାଡ଼ା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି।

Continue Readingଛତିଶଗଡରେ ଏନକାଉଣ୍ଟର ଜାରି : ୯ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

କୋଲକାତା ଡାକ୍ତର ବଳାତ୍କାର ଓ ହତ୍ୟା ମାମଲା : ଗୃହରେ ଉପସ୍ଥାପନ ହେବ ଅପରାଜିତା ବିଲ୍

କୋଲକାତାରେ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଉତ୍ତେଜନା ଜାରି ରହିଛି। ଜୁନିଅର ଡାକ୍ତରମାନେ କୋଲକାତା ପୋଲିସ ମୁଖ୍ୟାଳୟ ସମ୍ମୁଖରେ ପୀଡିତା ଡାକ୍ତରଙ୍କ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

Continue Readingକୋଲକାତା ଡାକ୍ତର ବଳାତ୍କାର ଓ ହତ୍ୟା ମାମଲା : ଗୃହରେ ଉପସ୍ଥାପନ ହେବ ଅପରାଜିତା ବିଲ୍

ଗିରଫ ହେଲେ ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ : ୱାକଫ ଚାକିରି ଦୁର୍ନୀତି କରିଥିବା ଅଭିଯୋଗ

ଗିରଫ ହେଲେ ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନ। ପ୍ରାୟ ୬ ଘଣ୍ଟାର ଜେରା ପରେ ଅମାନତୁଲ୍ଲା ଖାନଙ୍କୁ ଇଡି ଟିମ୍ ଗିରଫ କରିଛି।

Continue Readingଗିରଫ ହେଲେ ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ : ୱାକଫ ଚାକିରି ଦୁର୍ନୀତି କରିଥିବା ଅଭିଯୋଗ

ପୁଣି ଆଉ ୨ ମେଡାଲ : ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି

ଭାରତକୁ ମିଳିଲା ଆଉ ୨ଟି ପଦକ। ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ଆଉ ୨ଟି ପଦକ ହାସଲ କରିଛି।

Continue Readingପୁଣି ଆଉ ୨ ମେଡାଲ : ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି

ବିହାରରେ ଆରଜେଡିର ଆନ୍ଦୋଳନ : ତେଜସ୍ୱୀ ସମେତ ଅନେକ ନେତାଙ୍କ ଧର୍ମଘଟ

ଆଜି ରାଷ୍ଟ୍ରିୟ ଜନତା ଦଳର ନେତା ଓ କର୍ମୀମାନେ ବିହାରର ୩୨ ଟି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି ବିକ୍ଷୋଭରେ ପାଟନାରେ ବରିଷ୍ଠ ଆରଜେଡି ନେତାଙ୍କ ସହ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ମଧ୍ୟ ବିରୋଧ କରୁଛନ୍ତି।

Continue Readingବିହାରରେ ଆରଜେଡିର ଆନ୍ଦୋଳନ : ତେଜସ୍ୱୀ ସମେତ ଅନେକ ନେତାଙ୍କ ଧର୍ମଘଟ

ଦୁର୍ଗାପୂଜା ଭସାଣିରେ ଡିଜେ ବନ୍ଦ : ଜୋରଜବରଦସ୍ତ ଚାନ୍ଦା ମାଗିଲେ ନିଆ ଯିବ କାର୍ଯ୍ୟାନୁଷ୍ଠାନ

ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ। ଏଥର ଭସାଣିରେ ଡିଜେକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି।

Continue Readingଦୁର୍ଗାପୂଜା ଭସାଣିରେ ଡିଜେ ବନ୍ଦ : ଜୋରଜବରଦସ୍ତ ଚାନ୍ଦା ମାଗିଲେ ନିଆ ଯିବ କାର୍ଯ୍ୟାନୁଷ୍ଠାନ

ଆଜିଠୁ ଆରମ୍ଭ ସୁଭଦ୍ରା ଯୋଜନା ପଞ୍ଜିକରଣ, ମାଗଣାରେ କରି ପାରିବେ ଆବେଦନ

ଆଜିଠୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ। ସମସ୍ତ ଜିଲ୍ଲାକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପର୍ୟ୍ୟାପ୍ତ ପରିମାଣର ‘ସୁଭଦ୍ରା’ ଯୋଜନା ଆବେଦନ ଫର୍ମ ପଠାଯାଇଛି ।

Continue Readingଆଜିଠୁ ଆରମ୍ଭ ସୁଭଦ୍ରା ଯୋଜନା ପଞ୍ଜିକରଣ, ମାଗଣାରେ କରି ପାରିବେ ଆବେଦନ

ପହଣ୍ଡି ଅଘଟଣର ପ୍ରତିକାର ପାଇଁ ହେବ ପୂଜା ଅର୍ଚ୍ଚନା : ଆଇନ ମନ୍ତ୍ରୀ ପୃଥ୍ୱୀରାଜଙ୍କ ସୂଚନା

ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଅଘଟଣର ପ୍ରତିକାର ପାଇଁ ହେବ ପୂଜା ଅର୍ଚ୍ଚନା । ପ୍ରତିକାର ପାଇଁ ରୀତିନୀତି ଅନୁସାରେ ପୂଜା କରିବେ ରାଜ୍ୟ ସରକାର ।

Continue Readingପହଣ୍ଡି ଅଘଟଣର ପ୍ରତିକାର ପାଇଁ ହେବ ପୂଜା ଅର୍ଚ୍ଚନା : ଆଇନ ମନ୍ତ୍ରୀ ପୃଥ୍ୱୀରାଜଙ୍କ ସୂଚନା

ସୁପ୍ରିମକୋର୍ଟକୁ ପୁରିଲା ୭୫ ବର୍ଷ : ଡାକ ଷ୍ଟାମ୍ପ ଏବଂ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଭାରତ ସୁପ୍ରିମକୋର୍ଟର ଜିଲ୍ଲା ନ୍ୟାୟପାଳିକାର ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନୀ ସମାରୋହରେ ଯୋଗ ଦେଇଛନ୍ତି।

Continue Readingସୁପ୍ରିମକୋର୍ଟକୁ ପୁରିଲା ୭୫ ବର୍ଷ : ଡାକ ଷ୍ଟାମ୍ପ ଏବଂ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଭିଜିଲାନ୍ସ ଜାଲରେ ଛତ୍ରପୁର ବିଇଓ : ୩ଟି ବିରାଟ କୋଠା ଠାବ ସହ ୬.୫ ଲକ୍ଷ ଟଙ୍କା ଜବତ

ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି।

Continue Readingଭିଜିଲାନ୍ସ ଜାଲରେ ଛତ୍ରପୁର ବିଇଓ : ୩ଟି ବିରାଟ କୋଠା ଠାବ ସହ ୬.୫ ଲକ୍ଷ ଟଙ୍କା ଜବତ