ପୁଣି ଆଉ ଏକ ବିଜେଡି ସାଂସଦଙ୍କ ଇସ୍ତଫା : ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର

ପୁଣି ଆଉ ଏକ ବିଜେଡି ସାଂସଦଙ୍କ ଇସ୍ତଫା । ବିଜେଡି ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି। 

Continue Readingପୁଣି ଆଉ ଏକ ବିଜେଡି ସାଂସଦଙ୍କ ଇସ୍ତଫା : ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର

ଛତିଶଗଡରେ ଏନକାଉଣ୍ଟର ଜାରି : ୯ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ଛତିଶଗଡରେ ଜାରି ରହିଛି ଏନକାଉଣ୍ଟର। ଛତିଶଗଡର ଦନ୍ତେୱାଡ଼ା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି।

Continue Readingଛତିଶଗଡରେ ଏନକାଉଣ୍ଟର ଜାରି : ୯ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ଆଜିଠୁ ଆରମ୍ଭ ସୁଭଦ୍ରା ଯୋଜନା ପଞ୍ଜିକରଣ, ମାଗଣାରେ କରି ପାରିବେ ଆବେଦନ

ଆଜିଠୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ। ସମସ୍ତ ଜିଲ୍ଲାକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପର୍ୟ୍ୟାପ୍ତ ପରିମାଣର ‘ସୁଭଦ୍ରା’ ଯୋଜନା ଆବେଦନ ଫର୍ମ ପଠାଯାଇଛି ।

Continue Readingଆଜିଠୁ ଆରମ୍ଭ ସୁଭଦ୍ରା ଯୋଜନା ପଞ୍ଜିକରଣ, ମାଗଣାରେ କରି ପାରିବେ ଆବେଦନ

ପହଣ୍ଡି ଅଘଟଣର ପ୍ରତିକାର ପାଇଁ ହେବ ପୂଜା ଅର୍ଚ୍ଚନା : ଆଇନ ମନ୍ତ୍ରୀ ପୃଥ୍ୱୀରାଜଙ୍କ ସୂଚନା

ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଅଘଟଣର ପ୍ରତିକାର ପାଇଁ ହେବ ପୂଜା ଅର୍ଚ୍ଚନା । ପ୍ରତିକାର ପାଇଁ ରୀତିନୀତି ଅନୁସାରେ ପୂଜା କରିବେ ରାଜ୍ୟ ସରକାର ।

Continue Readingପହଣ୍ଡି ଅଘଟଣର ପ୍ରତିକାର ପାଇଁ ହେବ ପୂଜା ଅର୍ଚ୍ଚନା : ଆଇନ ମନ୍ତ୍ରୀ ପୃଥ୍ୱୀରାଜଙ୍କ ସୂଚନା

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ପ୍ରଣୟନ : ୧ ତାରିଖରୁ ଲାଗୁ ହେବ ନିୟମ

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ପ୍ରଣୟନ । ପରବର୍ତ୍ତୀ ସମୟ ପାଇଁ ସରକାର ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି।

Continue Readingରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ପ୍ରଣୟନ : ୧ ତାରିଖରୁ ଲାଗୁ ହେବ ନିୟମ

ଶ୍ରୀମନ୍ଦିର କମିଟି ମିଟିଂରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ସୁନା ଛାଉଣୀ ହେବ ରତ୍ନଭଣ୍ଡାର କବାଟ

ସୁନା ଛାଉଣୀ ହେବ ରତ୍ନଭଣ୍ଡାର କବାଟ। ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବା ନେଇ କମିଟି ମିଟିଂରେ ନିଷ୍ପତ୍ତି ନିଆଯାଇଛି। 

Continue Readingଶ୍ରୀମନ୍ଦିର କମିଟି ମିଟିଂରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ସୁନା ଛାଉଣୀ ହେବ ରତ୍ନଭଣ୍ଡାର କବାଟ

ରାଜ୍ୟରେ ବନ୍ଦ ହେଲା ‘ନୂଆ ଓ’ କାର୍ଯ୍ୟକ୍ରମ : ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

ରାଜ୍ୟରେ ବନ୍ଦ ହେଲା ‘ନୂଆ ଓ’ କାର୍ଯ୍ୟକ୍ରମ। ଆଉ ଚାଲିବନି ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ।

Continue Readingରାଜ୍ୟରେ ବନ୍ଦ ହେଲା ‘ନୂଆ ଓ’ କାର୍ଯ୍ୟକ୍ରମ : ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

କୋରାପୁଟ ଓ ଗଜପତିରେ ସ୍କୁଲ୍ ଛୁଟି : ଘୋଷଣା କଲେ ଜିଲ୍ଲା ପ୍ରଶାସନ

କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ପାଇଁ ଉଭୟ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

Continue Readingକୋରାପୁଟ ଓ ଗଜପତିରେ ସ୍କୁଲ୍ ଛୁଟି : ଘୋଷଣା କଲେ ଜିଲ୍ଲା ପ୍ରଶାସନ

ପ୍ରଶ୍ନ ପଚାରିଲେ ଅରୁଣ ସାହୁ, କଟାକ୍ଷ କଲେ ମନ୍ତ୍ରୀ : ବିଧାନସଭାରେ ହସିଲେ ବିଧାୟକ

ଆଜି ବିଧାନସଭାରେ ନିଜେ ପଚାରିଥିବା ପ୍ରଶ୍ନରେ ଫସିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ । ତାଙ୍କରି ପ୍ରଶ୍ନରେ ତାଙ୍କୁ ଘେରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Continue Readingପ୍ରଶ୍ନ ପଚାରିଲେ ଅରୁଣ ସାହୁ, କଟାକ୍ଷ କଲେ ମନ୍ତ୍ରୀ : ବିଧାନସଭାରେ ହସିଲେ ବିଧାୟକ

ଓଡ଼ିଶାର ୨ଟି ନୂଆ ରେଳ ପ୍ରକଳ୍ପକୁ ମଞ୍ଜୁରୀ : ବରଗଡ଼-ନୂଆପଡ଼ା ଲାଇନ୍ ନିର୍ମାଣରେ ୨, ୯୬୨ କୋଟି

ଓଡ଼ିଶାର ୨ ରେଳଲାଇନ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ। ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ।

Continue Readingଓଡ଼ିଶାର ୨ଟି ନୂଆ ରେଳ ପ୍ରକଳ୍ପକୁ ମଞ୍ଜୁରୀ : ବରଗଡ଼-ନୂଆପଡ଼ା ଲାଇନ୍ ନିର୍ମାଣରେ ୨, ୯୬୨ କୋଟି