କୋଲକାତା ବଳାତ୍କାର-ହତ୍ୟା ମାମଲା : ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି

କୋଲକାତା ବଳାତ୍କାର-ହତ୍ୟା ମାମଲାରେ ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ପୀଡିତା ଡାକ୍ତରଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

Continue Readingକୋଲକାତା ବଳାତ୍କାର-ହତ୍ୟା ମାମଲା : ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି

କୋଲକାତାରେ ଜୋରଦାର ଆନ୍ଦୋଳନ : ଛାତ୍ରଛାତ୍ରୀଙ୍କ ସହ ପୋଲିସର ଧସ୍ତାଧସ୍ତି

କୋଲକାତା ବଳାତ୍କାର-ହତ୍ୟା ମାମଲାରେ ଜୋରଦାର ଆନ୍ଦୋଳନ। ପୀଡିତା ଡାକ୍ତରଙ୍କୁ ନ୍ୟାୟ ଦାବିରେ କୋଲକାତରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Continue Readingକୋଲକାତାରେ ଜୋରଦାର ଆନ୍ଦୋଳନ : ଛାତ୍ରଛାତ୍ରୀଙ୍କ ସହ ପୋଲିସର ଧସ୍ତାଧସ୍ତି

ଗୁଜୁରାଟରେ ଭୟଙ୍କର ବର୍ଷା : ରେଡ୍ ଆଲର୍ଟ ଜାରି

ଗୁଜୁରାଟରେ ଭୟଙ୍କର ରୂପ ନେଇଛି ବର୍ଷା । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇ ରାଜ୍ୟର ବିଭିନ୍ନ ଅଂଶକୁ ବୁଡାଇ ଦେଇଛି ।

Continue Readingଗୁଜୁରାଟରେ ଭୟଙ୍କର ବର୍ଷା : ରେଡ୍ ଆଲର୍ଟ ଜାରି

ଆସନ୍ତା ବର୍ଷକୁ ଫେରିବେ ୨ ମହାକାଶଚାରୀ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସି ଥିବାର ସୂଚନା

ଆସନ୍ତା ବର୍ଷକୁ ଫେରିବେ ୨ ମହାକାଶଚାରୀ। ଫେବ୍ରୁଆରୀ ୨୫ରେ ସୁନୀତା ଓ ବୁଚ୍ ବ୍ଲିମୋର ମହାକାଶରୁ ଫେରିବେ।

Continue Readingଆସନ୍ତା ବର୍ଷକୁ ଫେରିବେ ୨ ମହାକାଶଚାରୀ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସି ଥିବାର ସୂଚନା

ଟେଲିଗ୍ରାମ ଆପ୍ ମାମଲାରେ ଗିରଫ ହେଲେ ପାଭେଲ ଡୁରୋଭ

ଟେଲିଗ୍ରାମ ଆପ୍ ସିଇଓ ପାଭେଲ ଡୁରୋଭ ଗିରଫ। ଟେଲିଗ୍ରାମ ମେସେଜିଂ ଆପର ବିଲିୟନେୟାର ପ୍ରତିଷ୍ଠାତା ତଥା ସିଇଓ ପାଭେଲ ଡୁରୋଭଙ୍କୁ ଶନିବାର ସନ୍ଧ୍ୟାରେ ପ୍ୟାରିସରେ ଥିବା ବୋର୍ଜେଟ ବିମାନବନ୍ଦରରୁ ପୋଲିସ ଗିରଫ କରିଛି।

Continue Readingଟେଲିଗ୍ରାମ ଆପ୍ ମାମଲାରେ ଗିରଫ ହେଲେ ପାଭେଲ ଡୁରୋଭ

ସରକାରୀ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଉପହାର : ନୂତନ ପେନ୍ସନ୍ ଯୋଜନା ଅନୁମୋଦନ

ସରକାରୀ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଉପହାର। କ୍ୟାବିନେଟ ବୈଠରେ ୟୁନିଫାଏଡ୍ ପେନସନ ଯୋଜନା ଅନୁମୋଦନ କରାଯାଇଛି।

Continue Readingସରକାରୀ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଉପହାର : ନୂତନ ପେନ୍ସନ୍ ଯୋଜନା ଅନୁମୋଦନ

ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ଆହତ

ମହାରାଷ୍ଟ୍ରର ପୁଣେରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି । ଏକ ଘରୋଇ କମ୍ପାନୀର ହେଲିକପ୍ଟର ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

Continue Readingପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ଆହତ

କ୍ରିକେଟରୁ ଅବସର ନେଲେ ଶିଖର ଧାୱନ : ଭିଡିଓ ସେଆର କରି କହିଲେ ଏମିତି କଥା

୧୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଯାତ୍ରାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କ୍ରିକେଟରୁ ସନ୍ନ୍ୟାସ ନେଲେ ବିଶ୍ବ କ୍ରିକେଟର ଗବ୍ବର ତଥା ଭାରତୀୟ କ୍ରିକେଟ୍‌ ଟିମର ଷ୍ଟାର ଓପନର ଶିଖର ଧଓ୍ବନ।

Continue Readingକ୍ରିକେଟରୁ ଅବସର ନେଲେ ଶିଖର ଧାୱନ : ଭିଡିଓ ସେଆର କରି କହିଲେ ଏମିତି କଥା

ପାକିସ୍ତାନ ସୀମାରେ ଖସିପଡ଼ିଲା ଭାରତୀୟ ସେନା ୟୁଏଭି

ଅଭ୍ୟାସ ବେଳେ ପାକିସ୍ତାନ ସୀମାରେ ଖସିପଡ଼ିଲା ଭାରତୀୟ ସେନା ୟୁଏଭି । ଆଜି ସକାଳେ ଭାରତୀୟ ସେନା ୟୁଏଭି ନିୟନ୍ତ୍ରଣ ହରାଇ ପାକିସ୍ତାନ ସୀମାରେ ଖସିପଡିଛି ।

Continue Readingପାକିସ୍ତାନ ସୀମାରେ ଖସିପଡ଼ିଲା ଭାରତୀୟ ସେନା ୟୁଏଭି

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ୧୪ ଦିନ ପାଇଁ ହାଜତକୁ ଗଲା ଅଭିଯୁକ୍ତ ସଞ୍ଜୟ ରାୟ

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଏହି ଘଟଣାରେ ଅଭିଯୁକ୍ତ ସଞ୍ଜୟ ରାୟକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

Continue Readingଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ୧୪ ଦିନ ପାଇଁ ହାଜତକୁ ଗଲା ଅଭିଯୁକ୍ତ ସଞ୍ଜୟ ରାୟ