ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପ୍ରଧାନ ଶିକ୍ଷକ : ଚାକିରି ଦେବା ନାଁରେ ଠକେଇ

ଲାଞ୍ଚ ବେଳେ ପ୍ରଧାନ ଶିକ୍ଷକଙ୍କୁ ମାଡିବସିଲା ଭିଜିଲାନ୍ସ । କଳାହାଣ୍ଡି ଜିଲା ଟି. ରାମପୁର ଗୋପାଳପୁର ଏସଏସଡି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଛନ୍ତି ।

Continue Readingଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପ୍ରଧାନ ଶିକ୍ଷକ : ଚାକିରି ଦେବା ନାଁରେ ଠକେଇ

ନବୀନ ଓ ପାଣ୍ଡିଆନଙ୍କ ନାଁରେ ଦୁର୍ନୀତି ଅଭିଯୋଗ : ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ

କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ନବୀନ ଓ ପାଣ୍ଡିଆନଙ୍କ ନାଁ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ଜଣେ ଆଇନଜୀବୀ ଦୁର୍ନୀତି ଅଭିଯୋଗ ଆଣି ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Continue Readingନବୀନ ଓ ପାଣ୍ଡିଆନଙ୍କ ନାଁରେ ଦୁର୍ନୀତି ଅଭିଯୋଗ : ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ

ଶ୍ଵାସରୁଦ୍ଧରେ ଚାଲିଗଲା ୩ ଜୀବନ : ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବେଳେ ଅଘଟଣ

ଶ୍ଵାସରୁଦ୍ଧ ହୋଇ ପ୍ରାଣ ହରାଇଲେ ୩ ଜଣ ଶ୍ରମିକ। ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ୩ ଜଣ ପଶ୍ଚିମବଙ୍ଗ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

Continue Readingଶ୍ଵାସରୁଦ୍ଧରେ ଚାଲିଗଲା ୩ ଜୀବନ : ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବେଳେ ଅଘଟଣ

ରେଲୱେ ଚାକିରିରୁ ଇସ୍ତଫା ଦେଲେ ବିନେଶ ଫୋଗାଟ : କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା

ରେଲୱେ ଚାକିରିରୁ ଇସ୍ତଫା ଦେଲେ କୁସ୍ତି ଖେଳାଳି ବିନେଶ ଫୋଗାଟ । ସେ ଆଜି ଇସ୍ତଫା ପତ୍ର ଭାରତୀୟ ରେଳବାଇର ଦକ୍ଷ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି।

Continue Readingରେଲୱେ ଚାକିରିରୁ ଇସ୍ତଫା ଦେଲେ ବିନେଶ ଫୋଗାଟ : କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା

ପୁଣି ଆଉ ଏକ ବିଜେଡି ସାଂସଦଙ୍କ ଇସ୍ତଫା : ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର

ପୁଣି ଆଉ ଏକ ବିଜେଡି ସାଂସଦଙ୍କ ଇସ୍ତଫା । ବିଜେଡି ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି। 

Continue Readingପୁଣି ଆଉ ଏକ ବିଜେଡି ସାଂସଦଙ୍କ ଇସ୍ତଫା : ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର

ବାର୍ଡ ଫ୍ଲୁ ଭୟରେ ସୀମାରେ ଅଟକି ରହିଛି କୁକୁଡ଼ା ଓ ଅଣ୍ଡା ଟ୍ରକ୍

ଓଡ଼ିଶାରେ ବ୍ୟାପୁଛି ବାର୍ଡ ଫ୍ଲୁ । ଏହାର ପ୍ରଭାବରେ ସୀମାରେ ଅଟକି ରହିଛି  କୁକୁଡ଼ା ଓ ଅଣ୍ଡା ଟ୍ରକ୍

Continue Readingବାର୍ଡ ଫ୍ଲୁ ଭୟରେ ସୀମାରେ ଅଟକି ରହିଛି କୁକୁଡ଼ା ଓ ଅଣ୍ଡା ଟ୍ରକ୍

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ଫଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ। 

Continue Readingଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।

Continue Readingରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ପଶ୍ଚିମବଙ୍ଗ ବିଧାନସଭାରେ ‘ଅପରାଜିତା’ ବିଲ୍‌ ପାରିତ : ଦୁଷ୍କର୍ମ ଦୋଷୀକୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା

ପଶ୍ଚିମବଙ୍ଗ ବିଧାନସଭାରେ ବଳାତ୍କାର ବିରୋଧୀ ବିଲ୍ ତଥା ଅପରାଜିତା ବିଲ୍‌ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲ୍କୁ ଐତିହାସିକ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏକ ସ୍ୱତନ୍ତ୍ର ଆପାରାଜିତା ଟାସ୍କ ଫୋର୍ସ ଗଠନ କରାଯିବ।

Continue Readingପଶ୍ଚିମବଙ୍ଗ ବିଧାନସଭାରେ ‘ଅପରାଜିତା’ ବିଲ୍‌ ପାରିତ : ଦୁଷ୍କର୍ମ ଦୋଷୀକୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା

ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ବ୍ରୁନେଇରେ ମୋଦିଙ୍କୁ ଭବ୍ୟ ସ୍ୱାଗତ

ଆଜିଠୁ ତିନି ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି। ବ୍ରୁନେଇରେ ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଗସ୍ତର କାର୍ଯ୍ୟକର୍ମ ରହିଛି।

Continue Readingବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ବ୍ରୁନେଇରେ ମୋଦିଙ୍କୁ ଭବ୍ୟ ସ୍ୱାଗତ