You are currently viewing ‘ତିସ୍ ମାର୍ ଖାନ୍‌’ ଫିଲ୍ମକୁ ପୂରିଲା ଦଶବର୍ଷ

‘ତିସ୍ ମାର୍ ଖାନ୍‌’ ଫିଲ୍ମକୁ ପୂରିଲା ଦଶବର୍ଷ

ମୁମ୍ବାଇ: ଖିଲାଡି ବୟ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ତିସ୍ ମାର୍ ଖାନ୍‌’କୁ ଆଜି ଦଶ ବର୍ଷ ସଂପୂର୍ଣ୍ଣ ହୋଇଛି । ଏହି ଅବସରରେ ଫିଲ୍ମର ନିର୍ଦ୍ଦେଶକ ଫାର୍‌ହା ଖାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରି ଜଣାଇଛନ୍ତି । ସମାଲୋଚକଙ୍କ ଦ୍ୱାରା ଫିଲ୍ମଟିକୁ ପ୍ରଶଂସିତ କରାଯାଇନ ଥିଲେ ମଧ୍ୟ ଏହା ବକ୍ସ ଅଫିସରେ ସଫଳତା ହାସଲ କରିଛି । ଫିଲ୍ମଟିକୁ ଦର୍ଶକ ବେଶ ପସନ୍ଦ କରିଥିଲେ ମଧ୍ୟ । ଫାର୍‌ହା ଖାନ ଫିଲ୍ମର ପୋଷ୍ଟର ଶେୟାର କରିବା ସହ ନିଜ ଭାବନାକୁ ଫ୍ୟାନ୍ସମାନଙ୍କ ସହ ଶେୟାର କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।