You are currently viewing ମା’ ହେଲେ ବିବାହ ଅଭିନେତ୍ରୀ ଅମୃତା ରାଓ

ମା’ ହେଲେ ବିବାହ ଅଭିନେତ୍ରୀ ଅମୃତା ରାଓ

ବଲିଉଡ ଅଭିନେତ୍ରୀ ଅମୃତା ରାଓ ମା ହୋଇଛନ୍ତି । ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । କିଛି ଦିନ ପୂର୍ବେ ମା ହେବାର ଖବର ଅମୃତା ଏବଂ ତାଙ୍କ ସ୍ୱାମୀ ଆରଜେ ଅନମୋଲ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସ ମାନଙ୍କୁ ଜଣାଇଥିଲେ । ସୂଚନାରୁ ଜଣାପଡିଛି କି ଅମୃତା ଏବଂ ତାଙ୍କ ଛୁଆ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଅମୃତା ଏବଂ ଅନମୋଲ ସମସ୍ତଙ୍କ ଆଶୀର୍ବାଦ ଓ ଶୁଭକାମନା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।