ଧନୁରାସନ Post published:November 6, 2020 Post category:ସ୍ୱାସ୍ଥ୍ୟ Reading time:1 mins read ପେଟ ତାଳକୁକରି ଶୋଇ ଲମ୍ବା ଶ୍ୱାସନେଇ ଆଗପଟୁ ଛାତି ଉପରକୁ ଉଠାନ୍ତୁ, ପଛପଟୁ ଗୋଡକୁ ଉପରକୁ ଉଠାଇ ଦୁଇ ହାତରେ ଗୋଡ଼ର ଗୋଇଠିକୁ ଧରନ୍ତୁ। ଏହିପରି ୫ଥର ଅଭ୍ୟାସ କରନ୍ତୁ । ଏହି ଯୋଗର ଉପକାରିତାପେଟର ଚର୍ବି କମେ,ବେକ ଦରଜ,ଅଣ୍ଟା ଦରଜ,ଡାଇବେଟିସ କମେ। ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ଟିକାକରଣ ପରେ ଅସୁସ୍ଥ ହେଲେ ୫୧ January 17, 2021 ପୁଣି କରୋନା ଭୟ, ଗୋଟେ ଦିନରେ ୬୪୦ ଆକ୍ରାନ୍ତ December 22, 2023 ଆଲର୍ଜିରୁ ମୁକ୍ତି କରେ ରସୁଣ October 7, 2021 ରାଜ୍ୟରେ ୪.୫ କୋଟି ପାର କଲା ଟିକାକରଣ December 9, 2021