You are currently viewing ‘ସ୍ୱାମୀତ୍ୱ ଯୋଜନା’ର ଶୁଭାରମ୍ଭ କଲେ ମୋଦି

‘ସ୍ୱାମୀତ୍ୱ ଯୋଜନା’ର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ, ‘ସ୍ୱାମୀତ୍ୱ ଯୋଜନା’ର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଦ୍ୱାରା ଏହି ଯୋଜନାର ଶୁଭାରମ୍ଭରେ ପ୍ରାୟ ସାଢେ ୭ ଲକ୍ଷ ଲୋକଙ୍କ ସମ୍ପତ୍ତି କାର୍ଡ ବିତରଣ କରାଯାଇଛି । ଏଣିକି ସମ୍ପତ୍ତି ସହ ଜଡିତ କାର୍ଡକୁ ଡାଉନଲୋଡ କରିପାରିବେ ଜମି ମାଲିକ । ୬ ରାଜ୍ୟର ୭୬୩ ଗାଁ ଉପକୃତ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।