You are currently viewing ଯବାନ-ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ, 5 ଯବାନ ସହିଦ

ଯବାନ-ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ, 5 ଯବାନ ସହିଦ

ରାୟପୁର, ଛତିଶଗଡ଼ ବିଜାପୁରରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଏକ ଵଡ ଧରଣର ସଂଘର୍ଷ ହୋଇଛି। ଯେଉଁଥିରେ 5 ଯବାନ ସହିଦ ହୋଇଥିଵାବେଳେ 30 ଯଵାନ ଆହତ ହୋଇଛନ୍ତି ଏବଂ 18 ଯଵାନ ନିଖୋଜ ଅଛନ୍ତି । ସୂଚନା ଅନୁସାରେ 5 ଜଣ ସହିଦଙ୍କ ମଧ୍ୟରୁ ବିଜାପୁର ଜଙ୍ଗଲରୁ 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ଏବଂ ଆଜି ପୁଣି ଥରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।