You are currently viewing ଦିନକରେ 93ହଜାର ପାର କଲା କୋରୋନା

ଦିନକରେ 93ହଜାର ପାର କଲା କୋରୋନା

ନୂଆଦିଲ୍ଲୀ, ପୁଣି ରେକର୍ଡ କଲା କରୋନା । ଦେଶରେ ଦିନକରେ 93 ହଜାର 249 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା 1 କୋଟି 24 ଲକ୍ଷ 85 ହଜାର 509କୁ ବୃଦ୍ଧି ପାଇଛି । ଦେଶରେ 24 ଘଣ୍ଟାରେ କୋରୋନା ନେଲା 513 ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 64 ହଜାର 623କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- 6,91,597, ସୁସ୍ଥ ସଂଖ୍ୟା 1,16,29,289। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।