You are currently viewing ହାରିଲେ ଦିଦି,ଜିତିଲେ ଦାଦା

ହାରିଲେ ଦିଦି,ଜିତିଲେ ଦାଦା

କୋଲକାତା-02.05.2021,ବହୁଚର୍ଚିତ ନନ୍ଦିଗ୍ରାମ ଆସନରୁ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାରି ଯାଇଛନ୍ତି ।

ସେ ତାଙ୍କ ପୁରୁଣା ସହକର୍ମୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଛନ୍ତି,ତେବେ ମମତାଙ୍କ ଦଳ ପୁନର୍ବାର ସରକାର ଗଠନ କରିବାକୁ ଯାଉଛି। ବିଜେପି ଦ୍ୱିତୀୟ ଦଳ ଭାବେ ମୁଖ୍ୟ ବିରୋଧୀଦଳ ର ମାନ୍ୟତା ପାଇଛି ।.

ଅନ୍ୟମାନଙ୍କୁ ଜଣାନ୍ତୁ।