You are currently viewing ଆପଲ କିମ୍ବା ବିଦେଶୀ କମ୍ପାନୀର ଫୋନ ବ୍ୟବହାର କରିବ ନାହିଁ ଚାଇନା

ଆପଲ କିମ୍ବା ବିଦେଶୀ କମ୍ପାନୀର ଫୋନ ବ୍ୟବହାର କରିବ ନାହିଁ ଚାଇନା

ବେଜିଂ: ଆପଲ କିମ୍ବା ବିଦେଶୀ କମ୍ପାନୀର ଫୋନ ବ୍ୟବହାର କରିବ ନାହିଁ ଚାଇନା । ଦେଶର ବିଭିନ୍ନ ପ୍ରକାର ଅଜବ ନିୟମ କରି ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବାକୁ ଚାହୁଁଛି ଚାଇନା । ତେବେ ବର୍ତ୍ତମାନ ଚାଇନା ନିଦେ୍ର୍ଦଶ ଜାରି କରିଛି ଯେ ସରକାରୀ ଏଜେନ୍ସିରେ କାର୍ଯ୍ୟ କରୁଥିବା ଲୋକମାନେ ଆପଲ କିମ୍ବା ବିଦେଶୀ କମ୍ପାନୀର ଫୋନ ବ୍ୟବହାର କରିବେ ନାହିଁ । କେବଳ ଏତିକି ନୁହଁ ଚାଟ, ଗ୍ରୁପ ଏବଂ ମିଟିଂ ପାଇଁ ବିଦେଶୀ କମ୍ପାନୀର ପ୍ଲାଟଫର୍ମ ବ୍ୟବହାର ନ କରିବାକୁ ନିଦେ୍ର୍ଦଶ ଜାରି କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।