You are currently viewing 24 ଘଣ୍ଟାରେ କୋରୋନା ନେଲା 78 ଜଣଙ୍କ ଜୀବନ
Coronavirus on scientific background

24 ଘଣ୍ଟାରେ କୋରୋନା ନେଲା 78 ଜଣଙ୍କ ଜୀବନ

ନୂଆଦିଲ୍ଲୀ, ଦେଶରେ ଦିନକରେ 12 ହଜାର 59 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 1 କୋଟି 8 ଲକ୍ଷ 26 ହଜାର 363 କୁ ବୃଦ୍ଧି ପାଇଛି | ଦେଶରେ 24 ଘଣ୍ଟାରେ କୋରୋନା ନେଲା 78 ଜଣଙ୍କ ଜୀବନ | ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 54 ହଜାର 996 କୁ ବୃଦ୍ଧି ପାଇଛି | ଦେଶରେ ମୋଟ ଆକ୍ଟିଭ କେସ୍-1,48,766, ସୁସ୍ଥ ସଂଖ୍ୟା -1,05,22,601 | ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।