You are currently viewing ଦେଶରେ କୋରୋନା ନେଲା ୮୪ ଜୀବନ

ଦେଶରେ କୋରୋନା ନେଲା ୮୪ ଜୀବନ

ନୂଆଦିଲ୍ଲୀ, ଦେଶରେ ଦିନକରେ ୧୧ ହଜାର ୮୩୧ କୋରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ଦେଶରେ ମୋଟ ଦେଶରେ କୋରୋନା ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୮ ଲକ୍ଷ ୩୮ ହଜାର ୧୯୪କୁ ବୃଦ୍ଧି ପାଇଛି | ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୮୪ ଜଣଙ୍କ ଜୀବନ | ଏହାକୁ ମିଶାଇ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୦୮୦କୁ ବୃଦ୍ଧି ପାଇଛି | ଦେଶରେ ମୋଟ ଆକ୍ଟିଭ କେସ୍- ୧,୪୮,୬୦୯, ସୁସ୍ଥ ସଂଖ୍ୟା -୧,୦୫,୩୪,୫୦୫ | ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।