You are currently viewing ଦେଶରେ କରୋନା ନେଲା ୩୨୫ ଜଣଙ୍କ ଜୀବନ

ଦେଶରେ କରୋନା ନେଲା ୩୨୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ ୧୯/୦୨: ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨,୨୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନାଜିନତ ମୃତ୍ୟୁ ସଂଖ୍ୟା ୫,୧୧,୨୩ରେ ପହଞ୍ଚିଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୨୮,୦୨,୫୦୫ରେ ପହଞ୍ଚିଛି। ସକ୍ରିୟ ମାମଲା ୨,୫୩,୭୩୯ଟି ରହିଥିବା ବେଳେ ୪,୨୦,୩୭,୫୩୬ ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।