You are currently viewing ଦେଶରେ କରୋନା ନେଲା ୩୭୫ ଜଣଙ୍କ ଜୀବନ

ଦେଶରେ କରୋନା ନେଲା ୩୭୫ ଜଣଙ୍କ ଜୀବନ


ନୂଆଦିଲ୍ଲୀ,୨୧/୦୮: ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪୪୫୭ ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୩୩,୯୬୪କୁ ବୃଦ୍ଧି । ମୋଟ କରୋନାଜନିତ ସଂକ୍ରମିତଙ୍କ ସଂଖ୍ୟା ୩୬୧୩୪୦ରେ ପହଞ୍ଚିଛି ।ଯାହାକି ୧୫୧ ଦିନରେ ସବୁଠାରୁ କମ୍ କେସ୍ । ଦୈନିକ ମୃତ୍ୟୁ ସହଖ୍ୟା ୩୦୦ ଟପିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଳୟ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।