You are currently viewing ଦେଶରେ କରୋନା ନେଲା ୪୭୭ ଜଣଙ୍କ ଜୀବନ

ଦେଶରେ କରୋନା ନେଲା ୪୭୭ ଜଣଙ୍କ ଜୀବନ

ନୂଆଦିଲ୍ଲୀ ୦୨/୧୨: ଦେଶରେ ୨୪ ଘଣ୍ଟା ମଧ୍ୟରେ କରୋନାରେ ୪୭୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯,୭୬୫ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୬୯,୭୨୪ରେ ପହଞ୍ଚିଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୬,୦୬,୫୪୧ରେ ପହଞ୍ଚିଛି। ସକ୍ରିୟ ମାମଲା ୯୯୭୬୩ ଟି ରହିଥିବା ବେଳେ ୩,୪୦,୩୭,୦୫୪ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।