You are currently viewing କରୋନା ନେଲା ୪୯୧ ଜଣଙ୍କ ଜୀବନ

କରୋନା ନେଲା ୪୯୧ ଜଣଙ୍କ ଜୀବନ


ନୂଆଦିଲ୍ଲୀ,୦୯/୦୮: ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୯୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୪୯୯ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪୨୮୩୦୯ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭାଗ ସୂଚନା ଦେଇଛି । ସକ୍ରିୟ ମାମଲା ୪୦୨୧୮୮ଟି ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩୧୧୩୯୪୫୭ରେ ପହଞ୍ଚିଛ ।

ଅନ୍ୟମାନଙ୍କୁ ଜଣାନ୍ତୁ।