You are currently viewing କରୋନା ନେଲା ୬୦୭ ଜୀବନ

କରୋନା ନେଲା ୬୦୭ ଜୀବନ


ନୂଆଦିଲ୍ଲୀ,୨୬/୦୮: ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୦୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୬୧୬୪ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନ ଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୩୬ ହଜାର ୩୬୫ ରେ ପହଞ୍ଚିଛି । ମୋଟ ସଂକ୍ରମିତ ସଂଖ୍ୟା ୩ କୋଟି ୨୫ ଲକ୍ଷ ୫୮ ହଜାର ୫୩୦ରେ ପହଞ୍ଚିଛି । ସକ୍ରିୟ ମାମଲା ୩୩୩୭୨୫ଟି ରହିଛି । ସୁସ୍ଥ ସଂଖ୍ୟା ୩ କୋଟି ୧୭ ଲକ୍ଷ ୮୮ ହଜାର ୪୪୦ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।