You are currently viewing ଜଷ୍ଟିସ୍ ରମଣା ହେବେ ସୁପ୍ରିମ କୋର୍ଟର ପରବର୍ତ୍ତୀ ମୁଖ୍ୟ

ଜଷ୍ଟିସ୍ ରମଣା ହେବେ ସୁପ୍ରିମ କୋର୍ଟର ପରବର୍ତ୍ତୀ ମୁଖ୍ୟ

ନୂଆଦିଲ୍ଲୀ, ବର୍ତ୍ତମାନ ସୁପ୍ରିମ କୋର୍ଟର ମୁଖ୍ୟ ବିଚାର ପତି ଥିବା ଜଷ୍ଟିସ୍ ବୋବଡେଙ୍କ କାର୍ଯ୍ୟକାଳ ଏପ୍ରିଲ ୨୩ରେ ଶେଷ ହେବାକୁ ଯାଉଛି ।

ବୋବଡେଙ୍କ ପରେ ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ ଏନଭି ରମଣାଙ୍କ ନାମକୁ ସୁପାରିଶ କରିଛନ୍ତି ଜଷ୍ଟିସ ଏସ୍‌.ଏ ବୋବଡେ । ଏହା ସମ୍ପର୍କରେ ମୁଖ୍ୟ ବିଚାରପତି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଣାଇଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।