You are currently viewing ସୁବୋଧ କୁମାର ହେଲେ ସିବିଆଇର ନିର୍ଦ୍ଦେଶକ

ସୁବୋଧ କୁମାର ହେଲେ ସିବିଆଇର ନିର୍ଦ୍ଦେଶକ

ନୂଆଦିଲ୍ଲୀ-୨୬.୦୫.୨୦୨୧, ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ସୁବୋଧ କୁମାର ଜୈସୱାଲ । ମହାରାଷ୍ଟ୍ରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସୁବୋଧ କୁମାର ଜୈସୱାଲ ଆଜି ସିବିଆଇର ମୁଖ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଜୈସୱାଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି | ପ୍ରଥମେ ଏହି ପଦବୀ ନିମନ୍ତେ ୧୦୯ଜଣଙ୍କ ନାମ ଆସିଥିଲା । ସେମାନଙ୍କ ମଧ୍ୟରୁ ଜୈସୱାଲଙ୍କୁ ଏହି ପଦ ଦାୟିତ୍ବ ପ୍ରଦାନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।