You are currently viewing ଦେଶରେ ୩୮୬୬୭ କରୋନା ପଜିଟିଭ ଚିହ୍ନଟ

ଦେଶରେ ୩୮୬୬୭ କରୋନା ପଜିଟିଭ ଚିହ୍ନଟ


ନୂଆଦିଲ୍ଲୀ,୧୪/୦୮: ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮୬୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୦୭୩୨ରେ ପହଞ୍ଚିଛି । ମୋଟ ସୁସ୍ଥ ସଂଖ୍ୟା ୩୧୩୩୮୮୮ରେ ପହିଁଚିଛି । ସକ୍ରିୟ ମାମଲା ୩୮୭୬୭୩ଟି ରହିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭାଗ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।