You are currently viewing ସାଲମାନ ମାଛ ଖାଇବାର ଫାଇଦା

ସାଲମାନ ମାଛ ଖାଇବାର ଫାଇଦା


ମାଛ ସ୍ୱାସ୍ଥ୍ୟ ପାଇଁ ହିତକର । ମାଛରେ ପ୍ରଚୁର ମାତ୍ରାରେ ନ୍ୟୁଟ୍ରିସିୟନ ଥାଏ । ଏହା ସହିତ ମାଛରେ ପ୍ରୋଟିନ ଏବଂ ଓମେଗା ୩ ଫ୍ୟାଟି ଏସିଡ୍ ମଧ୍ୟ ଥାଏ ଯାହାଫଳରେ ଆମକୁ ମାଛକୁ ଖାଦ୍ୟରେ ସାମିଲ କରିବା ଉଚିତ । ବଜାରରେ ବିଭିନ୍ନ ପ୍ରକାରର ମାଛ ମିଳେ । ସେଥି ମଧ୍ୟରୁ ଗୋଟିଲ ହେଉଛି ସାଲମନ ମାଛ । ଆସନ୍ତୁ ଜାଣିବା ସାଲମାନ ମାଛ ଖାଇଲେ କଣ ଫାଇଦା ମିଳେ
୧.ଏହି ମାଛ ଖାଇବା ଦ୍ୱାରା ଆମ ଶରୀରର ସୁସ୍ଥ ଭାବେ ସଂଚାଳିତ ହେବା ସହ ମାଂସପେଶୀ ମଧ୍ୟ ମଜଭୁତ ରହେ ।
୨.ସାଲମାନ ମାଛ ଚକ୍ଷୁରୋଗ,ରିମାଟଏଡ୍‌, ଆର୍ଥାରାଇଟସ୍ ତଥା ଆମ ମସ୍ତିଷ୍କକୁ ସୁସ୍ଥ ରଖିବା କାମ କରେ ।
୩.ଏହି ମାଛ ମଣିଷ ଶରୀରରେ ରୋଜ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ । ଏଥିରେ ଥିବା ଭିଟାମିନ୍‌-ଏ କେବଳ ଆମ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ତାହା ନୁହେଁ ବରଂ ଏହା ପ୍ରଜନନ ଏବଂ ଆଖି ପାଇଁ ମଧ୍ୟ ବେଶ ଲାଭଦୟକ ।
୪. ଏହା ଥାଇରଏଡ୍ ଭଳି ରୋଗକୁ ଦୂର କରିଥାଏ । ଡିଏନ୍‌ଏ ସିନ୍ଥେସିସ ପାଇଁ ମଧ୍ୟ ଏହା ଭଲ ।

ଅନ୍ୟମାନଙ୍କୁ ଜଣାନ୍ତୁ।