ତିର୍ତ୍ତୋଲ ପୂର୍ବତନ ବିଧାୟକଙ୍କ ପରଲୋକ Post published:September 5, 2020 Post category:ଓଡିଶା / ତାଜା ଖବର Reading time:1 mins read ଜଗତସିଂପୁର, ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ବର୍ଷ ବର୍ଷ ହୋଇଥିଲା । ସେ ୨୦୦୯ ରୁ ୨୦୧୪ ଯାଏ ତିର୍ତ୍ତୋଲର ବିଧାୟକ ରହିଆସିଥିଲେ। ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like କରୋନା ନେଲା ୫ମୁଣ୍ଡ July 29, 2020 ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା September 23, 2022 ଗର୍ଭବତୀ ପତ୍ନୀଙ୍କୁ ଦୁଷ୍ମର୍ମ ଅଭିଯୋଗ March 15, 2023 ଦେଶରେ ୨୪ ଘଣ୍ଟାରେ ୬୪୮ କରୋନା ଆକ୍ରାନ୍ତ ମୃତ August 25, 2021