You are currently viewing ମାଟ୍ରିକ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ

ମାଟ୍ରିକ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ

ଭୁବନେଶ୍ୱର-୨୮.୦୬.୨୦୨୧, କୋଭିଡ ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ହୋଇନାହିଁ ,ମାତ୍ର ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ର ଓ ଛାତ୍ରୀ ମାନଙ୍କ ଶ୍ରେଣୀ ପରୀକ୍ଷା ମାର୍କକୁ ନେଇ ମାଟ୍ରିକ ଫଳ ପ୍ରକାଶ କରିଛନ୍ତି । ଏହାକୁ ନେଇ ବିଭିନ୍ନ ଜାଗାରେ ଛାତ୍ର ଓ ଅଭିବାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।କଟକ ,ପୁରୀ ,ଭୁବନେଶ୍ୱର ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ ମାନେ ସମ୍ପୂର୍କ୍ତ ବିଦ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭଦ୍ରକରେ ମଧ୍ୟ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଅସନ୍ତୋଷ ଜାହିର କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।