You are currently viewing ୧୨ ଘଣ୍ଟା ଦେବଗଡ ବନ୍ଦ

୧୨ ଘଣ୍ଟା ଦେବଗଡ ବନ୍ଦ

  • Post category:ଓଡିଶା
  • Reading time:1 mins read

ଦେବଗଡ(ଏଏନଏସ)୦୨/୦୫, ଆଜି ସକାଳ୬ଟାରୁ ସଂନ୍ଧ୍ୟା୬ଟାଯାଏଁ ଦେବଗଡ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ବିଜେପି । ୧୨ ଘଣ୍ଟା ପାଇଁ ବନ୍ଦ ରହିବ ଦେବଗଡ ଜିଲ୍ଲା । ଦେବଗଡବିଧାୟକଙ୍କୁ ଅନ୍ୟାୟ ଭାବେ ଗିରଫ ଦାବିର ଦୃଢ ପ୍ରତିବାଦ କରିବା ସହ ତିଲେଇବଣୀ ବିଡିଓଙ୍କୁ ଗିରଫ ଦାବିରେ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଯୋଗୁ ରାସ୍ତା ଉପରେ ଗାଡି ସବୁ ଗଦା ହୋଇ ରହିଛି । କହିବାକୁଗଲେ ଜନଜୀବନ ଏକରକମର ଠପ ହୋଇଯାଇଛି । କେବଳ ଜରୁରୀ ସେବାକୁ ବାଦ ଦେଲେ ଦୋକାନ ବଜାର ସମେତ ଯାତାୟତ ମଧ୍ୟ ଠପ୍ ହୋଇଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।