You are currently viewing କଟକରେ ୩ଟି କୋର୍ଟ କଣ୍ଟେନମେଣ୍ଟ ଘୋଷଣା

କଟକରେ ୩ଟି କୋର୍ଟ କଣ୍ଟେନମେଣ୍ଟ ଘୋଷଣା

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ) ୧୪/୦୧: କଟକରେ ୩ଟି କୋର୍ଟ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା। ସିଭିଲ କୋର୍ଟ, ଏସଡିଜେଏମ, ଜିଲ୍ଲା ଦୌରାଜଜ କୋର୍ଟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କଲା ସିଏମସି । ସୂଚନା ଅନୁଯାୟୀ ସିଭିଲ କୋର୍ଟ  କମ୍ପଲେକ୍ସରୁ ଏକା ଥରକେ  ୩୯ ଜଣ ପଜିଟିଭ ଚିହ୍ନଟ ହେଲା ପରେ ଆଜି   ଏହି ପଦକ୍ଷେପ  ଗ୍ରହଣ କରିଛି କଟକ ମହାନଗର ନିଗମ । ତେବେ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିମାନଙ୍କ କଣ୍ଟାକ୍ଟ  ଟ୍ରେସିଂ ଜାରି ରହିଛି । ତେବେ ରାଜ୍ୟରୁ ଆଜି ୧୦,୨୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୯୬୨ ଓ ସ୍ଥାନୀୟ ଅଞ୍ଚଳରୁ ୪୩୧୧ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୧୦୬୫ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।