You are currently viewing ଆସୁଛି ଆହୁରି ୩ଟି ଲଘୁଚାପ

ଆସୁଛି ଆହୁରି ୩ଟି ଲଘୁଚାପ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୩୦/୦୮, ଆସୁଛି ଆହୁରି ୩ଟି ଲଘୁଚାପ । ସେପ୍ଟେମ୍ବରରେ ୩ଟି ଲଘୁଚାପ ହେବାର ସମ୍ଭାବନା ରହିଛି । ପାଗ ଅନୁକୂଳ ଥିବା ହେତୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପଟି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାକୁ ନେଇ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ ପୂର୍ବାନୁମାନ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।