You are currently viewing କରୋନାରେ ଆଖି ବୁଜିଲେ ଆଉ ୫

କରୋନାରେ ଆଖି ବୁଜିଲେ ଆଉ ୫

ଭୁବନେଶ୍ୱର, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି । ଆଜି ରାଜ୍ୟରେ କରୋନାରେ ୫ଜଣ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୮୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ ମାଧ୍ୟରେ ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨, ପୁରୀରୁ ୨ ଓ ସମ୍ବଲପୁରରୁ ଜଣେ ।

ଅନ୍ୟମାନଙ୍କୁ ଜଣାନ୍ତୁ।