You are currently viewing ୨୪ ଘଂଟାରେ ରାଜ୍ୟରେ ୫୩ କରୋନା ପଜିଟିଭ ଚିହ୍ନଟ

୨୪ ଘଂଟାରେ ରାଜ୍ୟରେ ୫୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଆଜି ରାଜ୍ୟରୁ ୫୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୩୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୨୨ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୬୫୨୩, ସୁସ୍ଥ ସଂଖ୍ୟା ୩୩୩୮୮୮, ସମୁଦାୟ ସକ୍ରିୟ ସଂଖ୍ୟା ୬୫୮, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୧୦୦ ।

ଅନ୍ୟମାନଙ୍କୁ ଜଣାନ୍ତୁ।