You are currently viewing ରାଜ୍ୟରେ କରୋନା ନେଲା 8 ଜୀବନ

ରାଜ୍ୟରେ କରୋନା ନେଲା 8 ଜୀବନ

ଭୁବନେଶ୍ୱର-21.04.2021, ରାଜ୍ୟରେ କରୋନାରେ 8 ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ଼ରେ 2 ଜଣ, ନୂଆପଡ଼ା, କଟକ, ବଲାଙ୍ଗିର, ଭଦ୍ରକ, ବରଗଡ଼ ଓ ବାଲେଶ୍ବରରୁ ଜଣେ ଲେଖାଏଁ ମୃତ ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା 1981କୁ ବୃଦ୍ଧି ପହଞ୍ଚିଛି ।ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ 24 ଘଣ୍ଟା ମଧ୍ୟରେ 6647 ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଅନ୍ୟମାନଙ୍କୁ ଜଣାନ୍ତୁ।