You are currently viewing ବଲାଙ୍ଗୀର ସିଲେପଡା ରେଳ ଷ୍ଟେସନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ

ବଲାଙ୍ଗୀର ସିଲେପଡା ରେଳ ଷ୍ଟେସନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ

  • Post category:ଓଡିଶା
  • Reading time:1 mins read

ବଲାଙ୍ଗୀର(୧୫.୪.୨୩) : ବଲାଙ୍ଗୀର ଟିଟଲାଗଡ଼ ସିଲେଟପଡ଼ା ରେଳ ଷ୍ଟେସନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ । ରେଳ ବିଭାଗ କିଛି ପାଇପରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଏ ହେଉଛି ସେହି ସମୟର ଦୃଶ୍ୟ, ଯେତେବେଳେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ପ୍ରାୟ ଦୁଇ ଘଂଟା ଧରି ଏଭଳି ନିଆଁ ଜଳିବା ପରେ ଟିଟଲାଗଡ ଅଗ୍ନିଶମ ବାହୀନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ସ୍ଥାନୀୟ ଅଚଂଳ ପୁରା ଧୂଆଁମୟ ହୋଇଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ଆସିନାହିଁ । କିପରି ନିଆଁ ଲାଗିଲା ସେ ସମ୍ପର୍କରେ ଅଗ୍ନିଶମ ଟିମ୍ ଅଧିକ ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।