You are currently viewing ୨ ବର୍ଷ ପରେ ଏଥର ଧୁମ୍ ଧାମରେ ହେବ ଦଶହରା

୨ ବର୍ଷ ପରେ ଏଥର ଧୁମ୍ ଧାମରେ ହେବ ଦଶହରା

  • Post category:ଓଡିଶା
  • Reading time:1 mins read

କଟକ –(ଏଏନଏସ) (୨୯.୦୮.୨୦୨୨) : ୨ ବର୍ଷର କଟକଣା ରେ ଏଥର ଧୁମ୍ ଧାମରେ ଦେବ ଦୁର୍ଗାୂଜା । ଏଥି ।ଇଁ ନିଷ୍ପତି ନେଇଛନ୍ତି କଟକ ରଶଶନ୍ତି କମିଟି ବୈଠକ । ତେବେ ଦଶହରା ପୂର୍ବରୁ କିପରି ସବୁ ରାସ୍ତାର ମରାମତି କାମ ଶେଷ ହେବ ଏବଂ ନିରବଚ୍ଛିନ୍ନ ବିଦୁ୍ୟତ୍ ଓ ପାନୀୟ ଜଳ ଯୋଗାଣ ହୋଇାରିବ ସେଥିପ୍ରତି ଧ୍ୟାନ ଦେବାକୁ କମିଟି ପ୍ରଶାସନ ନିକଟରେ ପ୍ରସସ୍ତାବ ରଖିଛି । ଅନ୍ୟ ପଟେ ଭଷାଣି ଏବଂ ମେଲୋଡି ପାଇଁ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହା ସହିତ ହେଲମେଟ ଏବଂ ଗାଡି ମୋଟର ଚେକିଙ୍ଗକୁ କୋହଳ କରିବାକୁ ମଧ୍ୟ ଶନ୍ତି କମିଟି ସରକାରଙ୍କୁ ପ୍ରସ୍ତାବ ଦେଇଛି । ତେବେ ଆସନ୍ତା ୧ରୁ ପୂଜା ଆରମ୍ଭ ହୋଇ ୬ରେ ଭଷାଣୀ ଶୋଭାଯାତ୍ରା ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।